ପିଲାମାନଙ୍କୁ ଭେଟିବାକୁ ଦେଉ ନଥିବାରୁ ଡିସିପି ପତ୍ନୀଙ୍କ ଘର ଆଗରେ ଧାରଣାରେ ବସିଲେ ଆଇପିଏସ୍ ଅଧିକାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ ଆଇପିଏସ୍ ଅଧିକାରୀ ନିଜ ପୂର୍ବ ପତ୍ନୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ପତ୍ନୀ ପିଲାମାନଙ୍କୁ ଭେଟିବାକୁ ଅନୁମତି ଦେଉନଥିବାରୁ ଆଇପିଏସ୍ ଅଧିକାରୀ ଏଭଳି କରିବା ପାଇଁ ବାଧ୍ୟ ହୋଇଛନ୍ତି। ପୁଲିସ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିବା ଅରୁଣ ରଙ୍ଗରାଜନଙ୍କର ନିଜ ପତ୍ନୀଙ୍କ ସହ ବିବାଦ ଚାଲୁଥିବାରୁ ତାଙ୍କ ପତ୍ନୀ ପିଲାମାନଙ୍କ ସହ ଭେଟ କରାଇବାକୁ ସଫା ସଫା ମନା କରିଦେଇଛନ୍ତି। ଅନେକ ଥର … Continue reading ପିଲାମାନଙ୍କୁ ଭେଟିବାକୁ ଦେଉ ନଥିବାରୁ ଡିସିପି ପତ୍ନୀଙ୍କ ଘର ଆଗରେ ଧାରଣାରେ ବସିଲେ ଆଇପିଏସ୍ ଅଧିକାରୀ